Below header

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆଇଓସିଏଲ୍‌ ପକ୍ଷରୁ ପେଟ୍ରୋଲ ପମ୍ପ ସିଲ୍

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପେଟ୍ରୋଲ ପମ୍ପ ସିଲ୍‌ । ଆଇଓସିଏଲ୍‌ ପକ୍ଷରୁ ପେଟ୍ରୋଲ ପମ୍ପକୁ ସିଲ୍‌ କରାଯାଇଛି । ଗତ ବୁଧବାର ଦିନ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ମୃତାହତକୁ ନେଇ ସସପେନ୍ସ ଜାରି ରହିଛି । ମାଂସ ଓ ହାଡ଼କୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ପରିବାର ଲୋକଙ୍କ ସାମ୍ପୁଲ ଅଣାଯାଇ ଡିଏନଏ ଟେଷ୍ଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.