ମହାକାଶରେ ଜିସାଟ୍-୩୧ର ସଫଳ ଉତକ୍ଷେପଣ

ଭୁବନେଶ୍ବର : ଇସ୍ରୋ ପାଇଁ ଆଉ ଏକ ସଫଳତା। ଫ୍ରେଞ୍ଚ ଗୁଏନାରୁ ଉତକ୍ଷେପଣ ହେଲା ସାଟେଲାଇଟ୍ ଏଝଇଞ-୩୧ । ରାତି ୨ଟା ୩୧ ମିନିଟରେ ଉତକ୍ଷେପଣ ହୋଇଛି। ୪୨ ମିନିଟର ଉଡାଣ ପରେ ଏରିଏନ୍-ଫାଇଭ୍-ଯାନ ଜିସାଟ୍-୩୧କୁ କକ୍ଷପଥରେ ଅବସ୍ଥାପିତ କରିଥିଲା। ଏହା ହେଉଛି ଦେଶର ୪୦ତମ ଯୋଗାଯୋଗ ଉପଗ୍ରହ। ଇନସେଟ୍ ୪ସିଆରର ସ୍ଥାନ ନେବ ଜିସାଟ୍-୩୧। ଏହାର ଓଜନ ୨ହଜାର ୫୩୫ କିଲୋଗ୍ରାମ। ୨୦୧୯ରେ ଏହା ଇସ୍ରୋର ୩ୟ ଅଭିଯାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.