ଘୋଷଣା ହେଲା ବିଜେଡିର ନିର୍ବାଚନ ଇସ୍ତାହାର କମିଟି, ସାଂସଦ ଚନ୍ଦ୍ରଶେଖର ସାହୁ ହେଲେ ଅଧ୍ୟକ୍ଷ

ଘୋଷଣା ହେଲା ବିଜେଡିର ନିର୍ବାଚନ ଇସ୍ତାହାର କମିଟି । ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କମିଟି ଅଧ୍ୟକ୍ଷ ହୋଇଛନ୍ତି । ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର (କେନ୍ୟୁଜ): ଘୋଷଣା ହେଲା ବିଜେଡିର ନିର୍ବାଚନ ଇସ୍ତାହାର କମିଟି । ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କମିଟି ଅଧ୍ୟକ୍ଷ ହୋଇଛନ୍ତି । ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉପାଧ୍ୟକ୍ଷ ଭାବରେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ଆବାହକ ଭାବରେ ଅମର ପଟ୍ଟନାୟକ ଓ ସହ-ଆବାହକ ଭାବରେ ସସ୍ମିତ ପାତ୍ରଙ୍କୁ ଇସ୍ତାହାର କମିଟିରେ ନିଯୁକ୍ତି ଦେଇଛନ୍ତି ନବୀନ । କମିଟିରେ ଅଛନ୍ତି ୩ ପ୍ରବାସୀ ଓଡ଼ିଆ ସଦସ୍ୟ । ଏମାନଙ୍କ ସହ ଇସ୍ତାହାର କମିଟିରେ ୨୬ ଜଣ ସଦସ୍ୟ ବି ଅଛନ୍ତି ।

ସଦସ୍ୟ : ଅତନୁ ସବ୍ୟସାଚୀ ନାୟକ, ଡ. ଅଚ୍ୟୁତ ସାମନ୍ତ, ଡ. ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂହ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଶେଖ୍ ନିଜାମୁଦ୍ଦିନ୍, ତନ୍ମୟ ସ୍ୱାଇଁ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ, ସଞ୍ଜିତ୍ ମହାନ୍ତି, ଶ୍ରୀମତୀ ପଙ୍କଜିନୀ ମଙ୍ଗରାଜ, ଶ୍ରୀମତୀ ମାମିନା ନାୟକ, କିଶୋର ଦେବତା ।

 

You might also like