ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ନିର୍ବାଚନ ବେଳେ ମାଓବାଦୀ ଓ ନକ୍ସଲଙ୍କ ଉପରେ ରୋକ ଲଗାଇବାକୁ ରଣନୀତି

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓ ମୁକାବିଲା ନେଇ ରଣନୀତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ମାଓବାଦୀ ଓ ନକ୍ସଲ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ।

ଭୁବନେଶ୍ୱର (କେନ୍ୟୁଜ): ଆଉ ଦିନ କେଇଟା ପରେ ହେବ ନିର୍ବାଚନ ।  ଓଡିଶାରେ ସାଧାରଣ ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବାକୁ ଯାଉଛି ।  ତେଣୁ ନିର୍ବାଚନରେ କୌଣସି ପ୍ରକାର ଅଘଟଣକୁ ପ୍ରତିହତ କରାଯିବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓ ମୁକାବିଲା ନେଇ ରଣନୀତି ।  ଆଗକୁ ନିର୍ବାଚନ ଆସୁଥିବା ବେଳେ ମାଓବାଦୀ ଓ ନକ୍ସଲ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ।

ଶୃଙ୍ଖଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଭୁବନେଶ୍ବର କ୍ୟାମ୍ପ ଅଫିସରେ ବୈଠକ ବସିଥିଲା ।  ଏହା ସହ ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଛି ।  ବୈଠକରେ ଗୁଇନ୍ଦା ବିଭାଗ ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ ଦେବଦତ୍ତ ସିଂ ଏବଂ ଆଇନ ଶୃଂଖଳା ଏଡିଜି ସଂଜୟ କୁମାର ଏବଂ ବରିଷ୍ଠ ଆଇପିଏସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.