Browsing Tag

elections

ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ନିର୍ବାଚନ ବେଳେ ମାଓବାଦୀ ଓ ନକ୍ସଲଙ୍କ ଉପରେ ରୋକ ଲଗାଇବାକୁ ରଣନୀତି

ଭୁବନେଶ୍ୱର (କେନ୍ୟୁଜ): ଆଉ ଦିନ କେଇଟା ପରେ ହେବ ନିର୍ବାଚନ ।  ଓଡିଶାରେ ସାଧାରଣ ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବାକୁ ଯାଉଛି ।  ତେଣୁ ନିର୍ବାଚନରେ କୌଣସି ପ୍ରକାର ଅଘଟଣକୁ ପ୍ରତିହତ କରାଯିବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓ ମୁକାବିଲା ନେଇ ରଣନୀତି ।  ଆଗକୁ…

ବାଂଲାଦେଶରେ ମତଦାନ ଭିତରେ ହିଂସା; ଚଟଗାଁଓରେ ୨ ଜଣଙ୍କୁ ଗୁଳି କରି ହତ୍ୟା, ଜାଳିଦେଲେ ପୋଲିଂ ବୁଥ୍‌

ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଚଟଗାଁଓ-୧୦ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାହାଡ଼ି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ୨ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି…

ନିର୍ବାଚନ ଭୋଟ ଗ୍ରହଣ ତାରିଖ ବଦଳିଲା; ନଭେମ୍ବର ୨୩ ନୁହେଁ, ୨୫ରେ ହେବ ରାଜସ୍ଥାନ ଭୋଟ୍‌

ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ତାରିଖ ବଦଳିଲା। ଭୋଟ ଗ୍ରହଣ ତାରିଖ ବଦଳିବା ନେଇ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି। ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ଭୋଟ ଗ୍ରହଣ। ପୂର୍ବରୁ ୨୩ରେ ମତଦାନ ହେବାର ଥିଲା। ଅନେକ ରାଜନୈତିକ ଦଳ ପକ୍ଷରୁ ତାରିଖରେ ପରିବର୍ତ୍ତନ…

ଭୋଟର ତାଲିକାରେ ନାମ ନ ଥିଲେ କିମ୍ବା ଅନ୍ୟ କେହି ଆପଣଙ୍କ ଭୋଟ୍‌ ଦେଇ ଦେଲେ ତ କରିବେ କ’ଣ? ଜାଣନ୍ତୁ ନିର୍ବାଚନ ଆୟୋଗର…

ଫେବୃଆରୀ ୧୪ ଅର୍ଥାତ୍‌ ଆଜି ଉତ୍ତରାଖଣ୍ଡ ଓ ଗୋଆର ସମସ୍ତ ଆସନ ଏବଂ ଉତ୍ତର ପ୍ରଦେଶର ୯ ଜିଲ୍ଲାର ୫୫ଟି ବିଧାନସଭା ଆସନରେ ମତଦାନ ଚାଲିଛି। ଉତ୍ତରାଖଣ୍ଡରେ ୭୦ ଏବଂ ଗୋଆରେ ୪୦ ଆସନ ରହିଛି। ଏହି ୩ ରାଜ୍ୟରେ ମୋଟ ୧୫୧୯ ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ତେବେ ଏହି ଦିନ ସବୁଠାରୁ…

ରାଜନୀତି ମଇଦାନରେ ଶିକ୍ଷିତ ଛାତ୍ରଛାତ୍ରୀ , ନିର୍ବାଚନ ଲଢୁଛନ୍ତି ବିଟେକ,ଏମବିଏ ଏବଂ ଏମସିଏ ଛାତ୍ର

ନବରଙ୍ଗପୁର (କେନ୍ୟୁଜ): ରାଜନୀତି ମଇଦାନରେ ଶିକ୍ଷିତ ଛାତ୍ରଛାତ୍ରୀ । ନବରଙ୍ଗପୁର ଜିଲ୍ଲାର ଝରିଗାଁ ଏବଂ ଉମରକୋଟ ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି ଏମବିଏ, ଏମସିଏ ଓ ବିଟେକ ଛାତ୍ରଛାତ୍ରୀ । ଝରିଗାଁ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ଛିଡା ହୋଇଛନ୍ତି ବିଟେକ ଛାତ୍ରୀ କୁନ୍ତଳା ମାଝୀ ।…

ଏଥର ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ, ଅଧାରୁ ଅଧିକ ପଦବୀରେ ରହିବେ ମହିଳା

ଭୁବନେଶ୍ବର(କେନ୍ଯୁଜ୍): ଏଥର ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ । ଆସନ୍ତା ନିର୍ବାଚନରେ ଅଧାରୁ ଅଧିକ ସରପଞ୍ଚ ପଦବୀରେ ମହିଳା ନିର୍ବାଚିତ ହେବେ। ୬ହଜାର ୭୯୪ ସରପଞ୍ଚ ପଦ ମଧ୍ୟରୁ ୩ହଜାର ୫୦୦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିରେ ପଛୁଆ ବର୍ଗ ମହିଳାଙ୍କ ପାଇଁ ୪୨୯ଟି ଆସନ…

କରୋନା ସଂକ୍ରମଣ ଦୃଷ୍ଟିରୁ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ବର: ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ। ବର୍ତ୍ତମାନ କରୋନା ସଂକ୍ରମଣ ଦୃଷ୍ଟିରୁ ବିଳମ୍ବ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ କାର୍ଯ୍ୟକାଳ ସରୁଛି। ପଞ୍ଚାୟତ ସୀମା…