ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର, ଆୟର ୧୯୧ ପ୍ରତିଶତ ସମ୍ପତ୍ତି କରିଛନ୍ତି ଠୁଳ

ଭୁବନେଶ୍ବର(କେନ୍ୟୁଜ୍): ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲା। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। ତାଙ୍କ ଆୟର ୧୯୧ ପ୍ରତିଶତ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ ଚିତ୍ତରଞ୍ଜନ।

ତାଙ୍କର ୫ ଟି ଫ୍ଲାଟ,୨ଟି ୨ତାଲା ଘର,୧୧ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ।  ତାଙ୍କର ବ୍ୟାଙ୍କ ଜମା ଓ ଇନ୍ସୁରାନ୍ସ ୪୮.୭୧ ଲକ୍ଷ ଟଙ୍କା ଠାବ ହୋଇଛି।  ଘରୁ ନଗଦ ୧.୮୫ ଲକ୍ଷ ଟଙ୍କା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.