ଜଗତସିଂହପୁର (କେନ୍ୟୁଜ) : ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ପଜିଟିଭ ଚିହ୍ନଟ। କରୋନା ପଜିଟିଭ୍ ନେଇ ସ୍ପଷ୍ଟ କଲେ ନିଜେ ବିଧାୟକ। ସେ ଏବେ ହୋମ ଆଇସୋଲେସନରେ ଥିବା କହିଛନ୍ତି ବିଧାୟକ। ସେ କହିଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।