ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍‌ସ ଏମ୍‌ଡି, ସମ୍ବଲପୁର ସମତେ ୫ଟି ସ୍ଥାନରେ ଚାଲିଛି ଚଢଉ

ସମ୍ବଲପୁର(କେନ୍ଯୁଜ୍):ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍‌ସ ଏମ୍‌ଡି । ଜମନକିରା ଲ୍ୟାମ୍‌ସ ଏମ୍‌ଡି ଫଣିନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ କରୁଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରାଯାଉଛି । ସମ୍ବଲପୁର ସମତେ ୫ଟି ସ୍ଥାନରେ ଚାଲିଛି ଚଢଉ ।

ସମ୍ବଲପୁରର ପୁଟବନ୍ଧିସ୍ଥିତ ଭଡାଘର, ଜମନକିରା ଅଫିସ, ପୈତୃକ ଘର, ସୁନ୍ଦରଗଡ ବଡଗାଁ ଓ ଧନକଉଡାରେ ଚଢଉ କରୁଛି ଭିଜିଲାନ୍ସ । ଚଢଉ ବେଳେ ଫଣିନ୍ଦ୍ରଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.