ଜୟପୁରବାସୀଙ୍କ ପାଇଁ ଖୁସି ଖବର , ଉଡାଣ ଦିବସର ଗୋଟିଏ ଦିନ ପୂର୍ବରୁ ମିଳିଲା ଲାଇସେନ୍ସ

ଜୟପୁର (କେନୁଜ) : ଜୟପୁରବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରକୁ ମିଳିଲା ଏରୋଡ୍ରମ୍ ଲାଇସେନ୍ସ । ବହୁ ପ୍ରତୀକ୍ଷା ପରେ ଜୟପୁର ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ମିଳିଲା ଲାଇସେନ୍ସ । ଲାଇସେନ୍ସ ପ୍ରଦାନ କଲା ଡିଜିସିଏ । ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ମିଳିଲା ଲାଇସେନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.