ଜୟ ଯବାନ : ମାଓବାଦୀଙ୍କ ମୁକାବିଲା ପାଇଁ ବିଏସଏଫ ଯବାନ ମୁତୟନ

ଜୟପୁର (କେ ନ୍ୟୁଜ୍) : ଆମ ସ୍ୱାଧୀନତା ଓ ଆମ ସୁରକ୍ଷା ପାଇଁ ସୀମାରେ ହେଉ କି ଘଞ୍ଚ ଦୁର୍ଗମ ଜଙ୍ଗଲରେ ଜାଗ୍ରତ ପ୍ରହରୀ ସାଜିଛନ୍ତି ଆମ ଯବାନ । କୋରାପୁଟ ଜିଲ୍ଲାରେ ମାଓବାଦୀଙ୍କ ମୁକାବିଲା ପାଇଁ ବିଏସଏଫ ଯବାନ ମୁତୟନ ହୋଇଛନ୍ତି । ଲମତାପୁଟଠାରେ ରହିଛି କ୍ୟାମ୍ପ । ବର୍ଷ ତମାମ ନକ୍ସଲ ବିରୋଧୀ ଅପରେସନରେ ଯବାନ ନିୟୋଜିତ ରହୁଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ଯବାନମାନେ ବ୍ୟସ୍ତ କାର୍ୟ୍ୟକ୍ରମରୁ କିଛି ସମୟ ବାହାର କରନ୍ତି ନିଜ ପାଇଁ । ଖେଳକୁଦ ଓ ନାଚଗୀତରେ ସମୟ କାଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.