‘ଫନି’ ପ୍ରପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଲା କାନାଡ଼ା ବ୍ୟାଙ୍କ୍

କାନାଡ଼ା ବ୍ୟାଙ୍କର ସିଇଓ ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫନି ପ୍ରପୀଡ଼ିତଙ୍କ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଓଡିଶା ଗସ୍ତରେ ଆସି କାନାଡ଼ା ବ୍ୟାଙ୍କର ସିଇଓ ଆର.ଏ. ଶଙ୍କର ନାରାୟଣ ୯,୨୮,୦୮,୮୧୧,୦୪ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଶଙ୍କର ନାରାୟଣ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଏହି ସହାୟତା ରାଶିର ଚେକ ପ୍ରଦାନ କରିଥିଲେ।

You might also like