ଆଇ.ପି.ଏସଙ୍କ ସ୍ବଚ୍ଛତାକୁ ପ୍ରାଥମିକତା, ପୋଖରୀରୁ ଦଳ ସଫା କଲେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର

କେନ୍ଦ୍ରାପଡା(କେନ୍ୟୁଜ୍):   ପୋଖରୀରୁ ଦଳ ସଫା କଲେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର। ନିଜ ସରକାରୀ ବାସଭବନ ପଛପଟେ ଥିବା ପରିତ୍ୟକ୍ତ ପୋଖରୀକୁ ସଫାକରିଛନ୍ତି ନିଜେ ଏସ୍‌ପି । ଦୀର୍ଘ ଦିନ ହେବ ପୋଖରୀଟି ଦଳରେ ଭର୍ତ୍ତି ହୋଇ ରହିଥିଲା । ଫଳରେ ଆଖପାଖ ଅଞ୍ଚଳରେ ମାଶାଙ୍କ ପାଦ୍ରୁଭାବ ବଢିଥିଲା । ଏମିତିକି ପଚା ଗନ୍ଧ ଯୋଗୁଁ ଲୋକଙ୍କୁ ଚଳିବାରେ ବହୁତ ଅସୁବିଧା ହେଉଥିଲା । ଏଥିପାଇଁ ଦଳଗଡ଼ିଆ ସଫା କରିବାକୁ ଅଣ୍ଟା ଭିଡ଼ିଥିଲେ ନିଜେ ଏସ୍‌ପି । ଅନ୍ୟ ପୋଲିସ କର୍ମଚାରୀଙ୍କୁ ସାଥିରେ ନେଇ ପୋଖରୀରୁ ଦଳ ସଫା କରି ଚର୍ଚ୍ଚାରେ ଏସ୍‌ପି ନୀତି ଶେଖର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.