Below header

କେନ୍ଦୁପତ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ଅବ୍ୟାହତି ବୟସ ୬୨ ବର୍ଷକୁ ବୃଦ୍ଧି

ଭୁବନେଶ୍ବର : କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ୬୨ ବର୍ଷକୁ ବୃଦ୍ଧି । ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଅବ୍ୟାହତି ବୟସ ୬୦ ବର୍ଷ ଥିବା ବେଳେ ଏବେ ୬୨କୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ରାଜ୍ୟର ୧୯ଟି କେନ୍ଦୁପତ୍ର ଡିଭିଜନରେ କାମ କରୁଥିବା ୧୮ ହଜାର ୨୮ ଜଣ କେନ୍ଦୁପତ୍ର କର୍ମଚାରୀମାନେ ଉପକୃତ ହେବେ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ମୁନ୍‌ସୀ, ଚପରାଶୀ, କେନ୍ଦୁପତ୍ର ବନ୍ଧାଳୀ ଓ ଚେକର ଆଦି କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.