ବଲାଙ୍ଗିର : ଫେରିଲେ କେରଳ ବନ୍ୟାରେ ଫସିଥିବା ଶ୍ରମିକ

ବଲାଙ୍ଗିର (କେନ୍ଯୁଜ୍) : ଫେରିଲେ କେରଳ ବନ୍ୟାରେ ଫସିଥିବା ଶ୍ରମିକ । ହ୍ୟୁମାନ ଫାଉଣ୍ଡେସନ୍‌ ସଂସ୍ଥାର ସଦସ୍ୟଙ୍କ ସହାୟତାରେ ୩ ଜଣ ଶ୍ରମିକ ବଲାଙ୍ଗିର ଫେରିଛନ୍ତି । ଏମାନେ କେରଳର କୋଟେନରେ ଶ୍ରମିକ ଭାବେ କାମ କରୁଥିଲେ । ଜଳ ବନ୍ଦୀ ଅବସ୍ଥାରେ ଥିବା ବେଳେ ତିନି ଦିନ ଏମାନେ ଭୋକ ଉପାସରେ ରହିଥିଲେ । ଉଦ୍ଧାର ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ଆମ ରିପୋର୍ଟର ଚିତ୍ତରଞ୍ଜନ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.