Below header

ଆସନ୍ତା ରବିବାର ଖୁଦୁରୁକୁଣି ପୂଜା

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ରବିବାର ଠାରୁ ଆରମ୍ଭ ହେବ ଖୁଦୁରୁକୁଣି ଓଷା । ଅବିବାହିତା ଝିଅମାନେ ଏହି ଓଷା କରନ୍ତି । ଖୁଦୁରୁକୁଣି ଓଷା ଚାରି ପାଳି ବା ୪ଟି ରବିବାର କରାଯାଏ  । ଏବେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଜାଗାରେ ଖୁଦୁରୁକୁଣିଙ୍କ ଛୋଟ ବଡ଼ ମୂର୍ତ୍ତି ବିକ୍ରି ପାଇଁ ରହିଛି । ଗାଁ ଗହଳିରେ ବେଶ୍ ଧୁମଧାମରେ ପାଳିତ ହେଉଥିବା ଏହି ଓଷା ସହରରେ ମଧ୍ୟ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.