ଶ୍ରୀମହାପ୍ରଭୁଙ୍କ ଦର୍ଶନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କିଟ୍, କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ପୁରୀ ଗସ୍ତରେ ଆସି ଶ୍ରୀମହାପ୍ରଭୁଙ୍କ ଦର୍ଶନ କରିଛନ୍ତି  l ଆହୁରି ମଧ୍ୟ ଶ୍ରୀମନ୍ଦିରରେ ପାର୍ଶ୍ଵ ଦେବା ଦେବୀ ମନ୍ଦିର ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି  l

ପୁରୀ : କିଟ୍, କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ପୁରୀ ଗସ୍ତରେ ଆସି ଶ୍ରୀମହାପ୍ରଭୁଙ୍କ ଦର୍ଶନ କରିଛନ୍ତି  l ଆହୁରି ମଧ୍ୟ ଶ୍ରୀମନ୍ଦିରରେ ପାର୍ଶ୍ଵ ଦେବା ଦେବୀ ମନ୍ଦିର ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି  l ଏଥିସହ ଆଜି ଉତ୍କଳ ଦିବସ ଅବସରରେ ସିଂହ ଦ୍ୱାର ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ  l

ପରେ ଶ୍ରୀମନ୍ଦିର ପରିକ୍ରମା କରିଥିଲେ  l ଆଜି ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ଶାନ୍ତି ଓ ମଙ୍ଗଳ କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଆଜକୁ ଦୀର୍ଘ ୨୭ ବର୍ଷ ଧରି ଡ. ସାମନ୍ତ ପ୍ରତି ମାସ ୧ ତାରିଖରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ଆସୁଛନ୍ତି  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.