Below header

ସମ୍ବଲପୁର ଅନ୍ଧାରୀପତ୍ରାରେ କିନ୍ନରଙ୍କୁ ହତ୍ଯା, ଧାରୁଆ ଅସ୍ତ୍ରରେ କଟାଯାଇଛି ବେକ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ଅନ୍ଧାରୀପତ୍ରାରେ ଜଣେ କିନ୍ନରଙ୍କୁ ହତ୍ଯା । କିନ୍ନରକୁ ହତ୍ଯା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି। କିନ୍ନର ଜଣକ କଦମପଡାର ହୋଇଥିବାବେଳେ ତାଙ୍କ ନାଁ ଫିରୋଜ ଛତ୍ରିଆ। କେହି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ହତ୍ଯା କରିଥିବା ଜଣାପଡିଛି ।

ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସେପଟେ ହତ୍ଯାର କାରଣ ଅସ୍ପଷ୍ଟ ରହିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.