କିନ୍ନର ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମୁର୍ଗୀମାତା, ନିଆରା ଭାବେ କଲେ ପୂଜାର୍ଚ୍ଚନା
ଅନ୍ଧାର ରାତିରେ ରଙ୍ଗ ବେରଙ୍ଗି ଲାଇଟ ମଝିରେ ହୁଳହୁଳି ସହ କରତାଳିରେ ଚାଲିଲା ମା’ଙ୍କ ପୂଜାର୍ଚ୍ଚନା । ଏକାଠି ହୋଇ ନିଆରା ଦେବୀଙ୍କ ନିଆରା ପୂଜାର୍ଚ୍ଚନା କରୁଛନ୍ତି ଜୟପୁରର କିନ୍ନର ସମ୍ପ୍ରଦାୟ । ସମସ୍ତ କିନ୍ନର ଏକାଠି ହୋଇ କରିଛନ୍ତି ନିଜ ଶାଶୁ ମା’ଙ୍କ ପୂଜାର୍ଚ୍ଚନା । ପରମ୍ପରା…