ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ବନ୍ଧା ହେଲେ ୨ କିନ୍ନର

ଭୁବନେଶ୍ୱର(କେନ୍ଯୁଜ୍): ଗଞ୍ଜେଇ ଚାଲାଣ ଅଭିଯୋଗରେ ବନ୍ଧା ହେଲେ କିନ୍ନର। ଭୁବନେଶ୍ୱର ରେଳ ଷ୍ଟେସନରୁ ୨ ଜଣ କିନ୍ନରଙ୍କୁ ଗିରଫ କରିଛି RPF। ସେମାନଙ୍କ ଠାରୁ ୧୫କେଜି ନୀଳ ଜହର ଜବତ କରାଯାଇଛି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ। ସନ୍ଦେହରେ ସେମାନଙ୍କ ନିକଟରେ ଥିବା ୨ଟି ବ୍ୟାଗକୁ ଯାଞ୍ଚ କରାଯିବା ପରେ ଗଞ୍ଜେଇ ବାହାରିଥିଲା। ଟ୍ରେନ୍‌ ଯୋଗେ ଭୁବନେଶ୍ୱରରୁ ସୁରତ ଚାଲାଣ କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.