କୋରାପୁଟ ଟାଉନ ଥାନା ସିଲ୍‌: ୪ ପୋଲିସ କର୍ମଚାରୀ ଓ ଫାଣ୍ଡିରୁ ୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

କୋରାପୁଟ : କୋରାପୁଟ ଟାଉନ ଥାନା ସିଲ୍‌ । ଥାନାରୁ ୪ ପୋଲିସ କର୍ମଚାରୀ ଓ ଫାଣ୍ଡିରୁ ୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ କରାଯାଇଛି । ସମସ୍ତ କାର୍ଯ୍ୟ ସଦର ଥାନାରେ ଚାଲିବ ।

ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପଜିଟିଭ୍‌ ଚିହ୍ନଟ ଅଞ୍ଚଳରେ ଚାଲିଛି ବିଶୋଧନୀକରଣ । ସେପଟେ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢୁଥିବାରୁ କଟକଣା କଡାକଡି କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.