କୁଚିଣ୍ଡା: ଘର କାନ୍ଥ ପଡି ଦୁଇ ମୃତ

ଘର କାନ୍ଥ ପଡି ଦୁଇ ମୃତ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବିଜାଡିହି ଗାଁରେ ଘର କାନ୍ଥ ମରାମତି ପାଇଁ ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଉପରେ ପଡ଼ି ଯାଇଥିଲା କାନ୍ଥ। ଫଳରେ ଜଣେ ମହିଳା ଓ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

କୁଚିଣ୍ଡା (କେନ୍ୟୁଜ): ଘର କାନ୍ଥ ପଡି ଦୁଇ ମୃତ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବିଜାଡିହି ଗାଁରେ ଘର କାନ୍ଥ ମରାମତି ପାଇଁ ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ଉପରେ ପଡ଼ି ଯାଇଥିଲା କାନ୍ଥ। ଫଳରେ ଜଣେ ମହିଳା ଓ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ମୃତ ମହିଳା ଜଣଙ୍କ ଘର ମାଲିକ ବିଜାଡିହି ଗ୍ରାମର ନମିତା ପଟେଲ ଓ ମୃତ ଶ୍ରମିକ ଜଣଙ୍କ କିଣ୍ଡିରା ଗାଁର ଲଲିତ ଦେହୁରୀ ବୋଲି ସୂଚନା ମିଳୁଛି । ତେବେ ଘଟଣାସ୍ଥଳରେ କୁଚିଣ୍ଡା ପୋଲିସର ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.