Below header

ଇଦ୍‌ ପୂର୍ବରୁ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ବ୍ୟାପକ ପଦକ୍ଷେପ

ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌ ଉଲ୍‌ ଜୁହା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଭଦ୍ରକ ସମେତ ଧାମନଗରରେ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚଳିତ ଥର ସହରର ବିଭିନ୍ନ ସ୍ଥାନରେ ୨୨ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏଥିସହ ୪ଜଣ ଅତିରିକ୍ତ ଏସ୍‌ପି, ୪ଜଣ ଡିଏସ୍‌ପି, ୧୫ଜଣ ଇନିସ୍‌ପେକ୍ଚର, ୭୦ଜଣ ସବ- ଇନିସ୍‌ପେକ୍ଟର , ୨ୟୁନିଟ ସ୍ୱିଫ୍‌ଟ ଆକ୍ସନ ଫୋର୍ସ ମୁତୟନ ହେବେ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି। ଇଦ୍‌ ପୂର୍ବରୁ ୨ଦିନ ଧରି ପୋଲିସ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଆସନ୍ତାକାଲି ସକାଳ ୯ଟା ୧୫ରେ ଇଦ୍‌ଗାହା ଠାରେ ସମୁହ ନମାଜ ପାଠ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.