ନରମିଲେ ଆଇନଜୀବୀ, ଆସନ୍ତା ୪ ତାରିଖରୁ କାର୍ଯ୍ୟରେ ଦେବେ ଯୋଗ

କେଟକ(କେନ୍ୟୁଜ୍):  ନରମିଲେ ଆଇନଜୀବୀ। ଆସନ୍ତା ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ଆଇନଜୀବୀ। ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଆନ୍ଦୋଳନ ନକରି କାର୍ଯ୍ୟରେ ଯୋଗ ଦେବାପାଇଁ ବାର୍‌ କାଉନସିଲ ଅଫ ଇଣ୍ଡିଆ ପରାମର୍ଶ ଦେଇଥିଲେ। । ବିଚାରପଦବୀ ପୂରଣ ସହ ବିଭିନ୍ନ ଦାବି ନେଇ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦେଳନ ଚଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.