ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍ ନରିମନଙ୍କ ପରଲୋକ, ୯୫ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ
ପରଲୋକରେ ବିଶିଷ୍ଟ ସାମ୍ବିଧାନିକ ବିଶାରଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍. ନରିମନ୍ । ୯୫ ବର୍ଷ ବୟସରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନରିମନଙ୍କୁ ୧୯୯୧ରେ ପଦ୍ମ ଭୂଷଣ ଓ…