ଲିଙ୍ଗରାଜଙ୍କ ଜମିକୁ ଜବରଦଖଲ ଅଭିଯୋଗ, ଭୋଳାନାଥଙ୍କର ସବୁ ନୀତିକାନ୍ତି ବନ୍ଦ କରାଯାଇଥିବା ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା
ଭୁବନେଶ୍ବର(କେନ୍ଯୁଜ୍): ଲିଙ୍ଗରାଜଙ୍କ ଜମିକୁ ଜବରଦଖଲ ଅଭିଯୋଗ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା କମିଟି ଏହି ଅଭିଯୋଗ କରିଛନ୍ତି । ଗଙ୍ଗୁଆନାଳ ନିକଟରେ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଜମି ଜବରଦଖଲକୁ ବିରୋଧ କରିଛି ୨ ନିଯୋଗ । ନିଯୋଗ ପକ୍ଷରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରାଯାଇଥିବା ବ୍ରାହ୍ମଣ ନିଯୋଗର ସମ୍ପାଦକ ସୂଚନା ଦେଇଛନ୍ତି ।