Below header

କରୋନା ହଟସ୍ପଟ୍‌ର ରେଡ୍‌ ଜୋନରେ ଆସୁଛି ଭୁବନେଶ୍ୱର, ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିବ

ଭୁବନେଶ୍ୱର(କେନ୍ୟୁଜ): ରାଜଧାନୀ ଭୁବନେଶ୍ୱର କରୋନା ହଟସ୍ପଟ୍‌ର ରେଡ୍‌ ଜୋନରେ ଆସୁଛି । ଏଠାରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିବ । ପରବର୍ତ୍ତୀ ସ୍ଥିତି ସମୀକ୍ଷା ପର୍ଯ୍ୟନ୍ତ କଟକଣାରେ କୋହଳ ହେବ ନାହିଁ । ଏନେଇ ଭୁବନେଶ୍ୱର ମହାନଗଦର ନିଗମ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି ବିଏମ୍‌ସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.