କରୋନା ଭାଇରସ୍‌ ମୁକାବିଲା ନେଇ ଲକ୍‌ ଡାଉନ୍‌ ହୋଇଛି ଓଡ଼ିଶା ସହ ୨୩ଟି ରାଜ୍ୟ

ଭୁବନେଶ୍ବର: କରୋନା ଭାଇରସ୍‌ ମୁକାବିଲା ନେଇ ଲକ୍‌ ଡାଉନ୍‌ ହେଉଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଓଡ଼ିଶା ସହ ୨୩ ରାଜ୍ୟ ଲକ୍‌ ଡାଉନ୍‌ କରାଯାଇଛି। ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଜମ୍ମୁ ଓ କଶ୍ମୀର, ଲଦାଖ, ପଶ୍ଚିମବଙ୍ଗ, ଚଣ୍ଡିଗଡ଼, ଛତିଶଗଡ଼, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପୁଡୁଚେରୀ,ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ । ଏହା ଭିତରେ ଅଛି ୧୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳ । କରୋନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ଟି ସହର ଲକ୍‌ ଡାଉନ୍‌ ହେଲାଣି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗିଛି । ଲକ୍‌ ଡାଉନ୍‌ରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । କିଛି ରାଜ୍ୟ ସୀମାକୁ ବି ସିଲ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.