Below header
Browsing Tag

coronavirus affected

ଲକ୍‌ ଡାଉନ୍‌କୁ ଗୁରୁତର ସହ ନିଅନ୍ତୁ, ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନସାଧାରଣ ଲକ୍‌ ଡାଉନ୍‌କୁ ଗୁରୁତର ସହ ନେଉନାହାଁନ୍ତି। ତେଣୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍‌ କରି କହିଛନ୍ତି ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଅ। ନିୟମ କାନୁନକୁ ଗମ୍ଭୀରତାର ସହ ପାଳନ କର। ରାଜ୍ୟ ସରକାର କୋଠର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ…

କରୋନା ଭାଇରସ୍‌ ମୁକାବିଲା ନେଇ ଲକ୍‌ ଡାଉନ୍‌ ହୋଇଛି ଓଡ଼ିଶା ସହ ୨୩ଟି ରାଜ୍ୟ

ଭୁବନେଶ୍ବର: କରୋନା ଭାଇରସ୍‌ ମୁକାବିଲା ନେଇ ଲକ୍‌ ଡାଉନ୍‌ ହେଉଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଓଡ଼ିଶା ସହ ୨୩ ରାଜ୍ୟ ଲକ୍‌ ଡାଉନ୍‌ କରାଯାଇଛି। ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ,…

ସୋସିଆଲ୍ ମିଡିଆରେ କରୋନାକୁ ନେଇ ଗୁଜବ ପ୍ରଚାର, ମୋହନା ପୋଲିସ ଦ୍ୱାରା ଯୁବକ ଗିରଫ

ମୋହନା: ସୋସିଆଲ୍ ମିଡିଆରେ କରୋନାକୁ ଗୁଜବ କରିବା ଯୁବକକୁ ପଡିଲା ମହଙ୍ଗା । ମୋହନା ପୋଲିସ ଦ୍ୱାରା ହେଲେ ଗିରଫ  l ଗିରଫ ଯୁବକ ଜଣକ ମୋହନା ଥାନା ମଳାସପଦର ଗ୍ରାମର ସୂର୍ଯ୍ୟ ପ୍ରଧାନ l ଗତ ୧୮ତାରିଖରେ ମୋହନା ବ୍ଲକ ବେତାରସିଂ ଗ୍ରାମରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ନେଇ…

ଭାରତରେ ୧୯୭ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଏମାନଙ୍କ ମଧ୍ୟରେ ୧୪୮ ଜଣ ଭାରତୀୟ, ୨୫ ଜଣ ବିଦେଶୀ ନାଗରିକ

ନୂଆଦିଲ୍ଳୀ: ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଭାଇରସ୍‌ ଯୋଗୁ ୧୯୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪୮ ଜଣ ଭାରତୀୟ ହୋଇଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି । ସେହିପରି ୨୦ ଜଣ ମେଡିକାଲରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ୪ ଜଣଙ୍କ କରୋନା…

ପୁରୀ ଜିଲ୍ଲାରେ ୪ଚକିଆ ଯାନ ଉପରେ କଟକଣା ଜାରି: ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ସ୍ଥାନରୁ…

ପୁରୀ: ପୁରୀ ଜିଲ୍ଲାକୁ ଆସୁଥିବା ୪ଚକିଆ ଯାନବାହାନ ଉପରେ କଟକଣା ଜାରି । ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ସ୍ଥାନରୁ ଆସୁଥିବା ୪ଚକିଆ ଯାନ ଗୁଡିକୁ ପୁରୀର ପ୍ରବେଶ ପଥରୁ ଫେରାଇ ଦିଆଯାଉଛି । ଅତ୍ୟନ୍ତ ଜରୁରୀ ଥିବା ଗାଡିକୁ ଅନୁମତିର ସହ ଛଡାଯାଉଛି । କରୋନା ଭୂତାଣୁର…

ଆଜିଠୁ କଟକ-ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ମଲ୍, କମିଶନରେଟ ପୋଲିସ ପକ୍ଷରୁ ସୂଚନା

ଭୁବନେଶ୍ୱର: କରୋନା ପ୍ରଭାବ । ଆଜିଠୁ କଟକ-ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ମଲ । ଆସନ୍ତା ୩୧ ତାରିଖ ଯାଏ ମଲ୍‌ ବନ୍ଦ ରହିବ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଟ୍ଵିନ ସିଟିରେ ଶତାଧିକ ମଲ ରହିଛି ।…

କରୋନାରେ କର୍ଣ୍ଣାଟକ କୁଲବର୍ଗୀ ଅଞ୍ଚଳର ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ, ଗତ ଜାନୁଆରୀରେ ସାଉଦି ଆରବ ଯାଇ ମାସକ ପରେ…

କର୍ଣ୍ଣାଟକ: ଭାରତରେ ପ୍ରଥମ କରୋନା ମୃତ୍ୟୁ । କର୍ଣ୍ଣାଟକ କୁଲବର୍ଗୀ ଅଞ୍ଚଳର ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । COVID-19 ଭୂତାଣୁରେ ସଂକ୍ରମିତ ହୋଇ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେ ଗତ ଜାନୁଆରୀରେ ସାଉଦି ଆରବ…

କରୋନା ଭାଇରସ୍‌ରେ ଆକ୍ରାନ୍ତ ଇଂଲଣ୍ଡର କନିଷ୍ଠ ସ୍ୱାସ୍ଥ୍ୟମନ୍ତ୍ରୀ ନେଡିନ୍‌ ଡୋରିସ୍‌! ଜାଣନ୍ତୁ ସାରା ବିଶ୍ୱରେ କେତେ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଘାତକ ହେଉଛି କରୋନା। ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୪ହଜାର ୨୭୦ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ଟପିଛି। ଚୀନ୍‌ ପରେ ଇଟାଲିରେ ଏହି ଭାଇରସ୍‌ ୬୩୧ଜଣଙ୍କ ମୁଣ୍ଡ ନେଲାଣି। ଆକ୍ରାନ୍ତ ହୋଇଛନ୍ତି ୧୦ହଜାର ୧୪୯ଜଣ। ଇରାନରେ କରୋନା ଯୋଗୁ ୨୯୧ଜଣଙ୍କ ମୃତ୍ୟୁ…

ଇଟାଲୀରେ କରୋନା ଆତଙ୍କ : ଗୋଟେ ଦିନରେ ନେଲା ୪୯ ଜଣଙ୍କ ଜୀବନ

ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଚୀନର ଉହାନ ସହରରୁ ଏହି ଭାଇରସ ବ୍ୟାପୁଥିବା ବେଳେ ଏପର୍ଯ୍ୟନ୍ତ ୯୦ରୁ ଅଧିକ ଦେଶରେ ବ୍ୟାପୀ ସାରିଲାଣି। ଇଟାଲୀରେ ଗୋଟେ ଦିନରେ କରୋନା ୪୯ ଜଣଙ୍କ ପ୍ରାଣ ନେଇସାରିଲାଣି। ଏହା ଗୋଟେ ଦିନରେ ମରିଥିବା କରୋନା…