ଲକ୍‌ ଡାଉନ୍‌କୁ ଗୁରୁତର ସହ ନିଅନ୍ତୁ, ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନସାଧାରଣ ଲକ୍‌ ଡାଉନ୍‌କୁ ଗୁରୁତର ସହ ନେଉନାହାଁନ୍ତି। ତେଣୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍‌ କରି କହିଛନ୍ତି ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଅ। ନିୟମ କାନୁନକୁ ଗମ୍ଭୀରତାର ସହ ପାଳନ କର। ରାଜ୍ୟ ସରକାର କୋଠର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.