Browsing Tag

coronavirus awareness

ଭାଇରସ୍‌ ରୁ ରକ୍ଷା ପାଇବା ପାଇଁ ଡାଏଟ୍‌ ରେ ଆଡ୍‌ କରନ୍ତୁ ଡାଳିମ୍ବ, ମିଳିବ ଏହି ସବୁ ଫାଇଦା

ମହାମାରୀ ସମୟରେ ସମସ୍ତେ ନିଜ ଇମ୍ୟୁନିଟି ବଢ଼ାଇବାରେ ଲାଗିପଡ଼ିଛନ୍ତି। ଏକ୍ସପର୍ଟଙ୍କ ମୁତାବିକ ପ୍ରକୃତରେ ଏହି ଭାଇରସର କୌଣସି ସଠିକ ଚିକିତ୍ସା ନାହିଁ। କିନ୍ତୁ ଆପଣ ସତର୍କ ରହିପାରିବେ। ନିଜ ଜୀବନଶୈଳୀରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ।ଏହି ସ୍ଥଳରେ ଆପଣଙ୍କୁ କେବଳ ଶରୀରକୁ ମଜବୁତ…

ଦେଶରେ ୯୬ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ତାଲିକାରେ ଆଗରେ ରହିଛି ମହାରାଷ୍ଟ୍ର

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ଏପର୍ଯ୍ୟନ୍ତ ଭାରତରେ ମୃତ୍ୟୁସଂଖ୍ୟା ୩ ହଜାର ୨୯ରେ ପହଞ୍ଚିଛି । ଆକ୍ରାନ୍ତ ହୋଇଛନ୍ତି ମୋଟ ୯୬ ହଜାର ୧୬୯ ଜଣ । ଆରୋଗ୍ୟ ଲାଭ କରିଛନ୍ତି…

ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି, ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷା…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଛି । ସବୁ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି କଂଗ୍ରେସ । ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି । ଏନେଇ ଘୋଷଣା…

ଇଂଲଣ୍ଡରେ କୋଭିଡ ୧୯ ଟୀକାର ଟ୍ରାଏଲ, ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ଦିଆଗଲା ଭାକସିନ୍‌

ଇଂଲଣ୍ଡ: ଇଂଲଣ୍ଡରେ କୋଭିଡ ୧୯ ଟୀକା ଟ୍ରାଏଲ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଭେକସିନ ଦିଆଯାଇଛି । ମୋଟ ୮୦୦ ଜଣ ସୁସ୍ଥ ଲୋକଙ୍କୁ ଟୀକା ଦିଆଯିବ। କିଛି ସପ୍ତାହ ଧରି ଏହି ଟ୍ରାଏଲ ଚାଲିବ। ଅକ୍ପଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଟୀକା ବିକଶିତ ହୋଇଛି। ୩ ମାସ…

କରୋନା ମୁକାବିଲା ପାଇଁ ସଚେତନ କରିବା ପଡିଲା ମହଙ୍ଗା, ଆଶା ଦିଦିଙ୍କ ଉପରେ ଗରମ ପେଜ ଫୋପାଡିଲେ ଲୋକେ

ନୟାଗଡ଼: କରୋନା ମୁକାବିଲା ପାଇଁ ସଚେତନ କରିବା ମହଙ୍ଗା ପଡିଲା । ଆଶା ଦିଦିଙ୍କ ଉପରକୁ ଗରମ ପେଜ ଫୋପାଡିଲେ କିଛି ଲୋକେ । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଗେଲିଗେଣ୍ଡା ଗାଁରେ । ଗାଁର ଆଶା କର୍ମୀ ମାଧୁରୀ ନାୟକ ଗାଁରେ ବୁଲି ବୁଲି ଲୋକଙ୍କୁ ଘରୁ ନବାହାରିବାକୁ ସଚେତନ କରୁଥିଲେ ।…

ଉତ୍ସର୍ଗୀକୃତ ସେବାକୁ ନେଇ ଗଜପତି ପୋଲିସ ଜାରି କଲା ଭିଡିଓ, ଦେଖନ୍ତୁ କେମିତି ଲୋକଙ୍କୁ ଦେଉଛନ୍ତି ସଚେତନତାର…

ଗଜପତି: ଲକ୍‌ଡାଉନ୍‌ ସଫଳ କରିବାକୁ ପ୍ରମୁଖ ଭୂମିକା ଗ୍ରହଣ କରିଛି ପୋଲିସ। ଗଜପତି ଜିଲ୍ଲାରେ ମଧ୍ୟ ଖରା ହେଉ କି ବର୍ଷା, ବିଭିନ୍ନ ଛକ ବଜାରରେ ପଇଁତରା ମାରୁଛନ୍ତି। ଘରେ ରୁହ, ସୁରକ୍ଷିତ ରୁହ, ଏହାସହ ସାମାଜିକ ଦୂରତା ବିଷୟରେ ଲୋକଙ୍କୁ ବୁଝାଉଛନ୍ତି। ନିଜ ପରିବାର ଓ ଘରଦ୍ୱାର ଛାଡି ଗାଁରୁ…

ବାରିପଦା: ଘର ସଂସାର ଛାଡି କରୋନା ଯୁଦ୍ଧରେ ଆଗେଇ ଆସିଛନ୍ତି ଆଶା ଦିଦି ଓ ଅଙ୍ଗନବାଡି କର୍ମୀ, ଘର ଘର ବୁଲି ଲୋକଙ୍କୁ…

ବାରିପଦା: କରୋନାର କବଳରେ ଏବେ ସମଗ୍ର ବିଶ୍ୱ କବଳିତ । ଆଉ ଏହାକୁ ରୋକିବାକୁ ଯେଉଁ ଯୁଦ୍ଧ ଡାକରା ଦିଆଯାଇଛି ସେଥିରେ ସାମିଲ ହୋଇଛନ୍ତି ସବୁ ବର୍ଗର ଲୋକେ । ସମସ୍ତେ ଘରେ ରହି କରୋନା ମୁକାବିଲା କରୁଥିବା ବେଳେ ଘର ସଂସାର ଛାଡି ଘରୁ ପାଦ କାଢିବାକୁ ବାଧ୍ୟ ହେଉଛନ୍ତି ଆଶା ଦିଦି ଓ ଅଙ୍ଗନବାଡି…

ରାଜ୍ୟର ବିଭିନ୍ନ ଜେଲ୍‌ରୁ ମୁକୁଳିଲେ ୨ହଜାର ୯୬୩ଜଣ କଏଦୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହେଲେ ଖଲାସ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରୁ ମୁକୁଳିଲେ କଏଦୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨ହଜାର ୯୬୩ଜଣ କଏଦୀଙ୍କୁ ରିଲିଜ୍‌ କରାଯାଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ୍‌ ୯ ମଧ୍ୟରେ ୨୯୬୩ କଏଦୀ ମୁକୁଳିଛନ୍ତି। ଜାମିନ୍‌ରେ ୨ହଜାର ୬୬୧ଜଣ ବାହାରିଥିବାବେଳେ ପାରୋଲ୍‌ର ଆସିଛନ୍ତି ୯ କଏଦୀ।…

ମୁସ୍କୋରାଏଗା ଇଣ୍ଡିଆ ଗୀତକୁ ନେଇ ପୁରୀରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଆକର୍ଷଣୀୟ ସ୍ୟାଣ୍ଡ ଆର୍ଟ

ପୁରୀ: ମହାମାରୀ କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ ଡାଉନ୍‌ । ମୁସ୍କରାଏଗା ଇଣ୍ଡିଆ ଗୀତକୁ ନେଇ ପୁରୀରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଆକର୍ଷଣୀୟ ସ୍ୟାଣ୍ଡ ଆର୍ଟ ଆନିମେସନ୍‌ ବନାଇଛନ୍ତି । କରୋନା ଯୋଦ୍ଧାଙ୍କ ସମେତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ…

ରାୟଗଡା ଜିଲ୍ଲାର ପୁର ପଲ୍ଲୀରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି କିସ୍‌ର ପୂର୍ବତନ ଛାତ୍ର ତଥା ଯୁବ ସରପଞ୍ଚ ହର…

ରାୟଗଡା: ମହାମାରୀ କରୋନା ପାଇଁ ସମଗ୍ର ବିଶ୍ୱ ଏବେ ଆତଙ୍କିତ । ଏଥିପାଇଁ ସମଗ୍ର ଦେଶକୁ ୨୧ ଦିନିଆ ଲକ୍‌ ଡାଉନ ଘୋଷଣା କରାଯାଇଛି । ଏହି ଲକ୍‌ ଡାଉନ ସମୟରେ ରାୟଗଡା ଜିଲ୍ଲାର ପୁର ପଲ୍ଲୀରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି ଯୁବ ସରପଞ୍ଚ ତଥା କିସ୍‌ର ପୂର୍ବତନ ଛାତ୍ର ହର ପ୍ରସାଦ…

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ୍, ବାହାରୁ ଫରିଥିବା ଲୋକଙ୍କ ସମ୍ପର୍କରେ ଜିଲ୍ଲା…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ । ଜିଲ୍ଲାକୁ ରାଜ୍ୟ ଓ ଦେଶ ବାହାରେ କରୋନା ଭୟରେ ହଜାର ହଜାର ଲୋକ ଫରିଥିବା ସୂଚନା ରହିଛି । ସେମାନଙ୍କ ଭିତରୁ ପ୍ରାୟତଃ ଲୋକେ ଫେରିଛନ୍ତି । ତେବେ ସେଥିରୁ ବହୁ ଲୋକ ସରକାରଙ୍କୁ ନିଜର ଗସ୍ତ ତଥ୍ୟ ପ୍ରଦାନ…

କରୋନା ଭାଇରସ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ: ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ…

ସମ୍ବଲପୁର: କରୋନା ଭାଇରସ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସାମାଜିକ ଦୁରତ୍ୱ ରଖିବା ପାଇଁ ସହରରେ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ବଜାର ଖୋଲା ରଖିବା ପାଇଁ ନିୟମ ହୋଇଛି। ଏହାସହ ବିନା ହେଲମେଟ୍‌ରେ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ…