ମୁସ୍କୋରାଏଗା ଇଣ୍ଡିଆ ଗୀତକୁ ନେଇ ପୁରୀରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଆକର୍ଷଣୀୟ ସ୍ୟାଣ୍ଡ ଆର୍ଟ

ପୁରୀ: ମହାମାରୀ କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନ୍ । ମୁସ୍କରାଏଗା ଇଣ୍ଡିଆ ଗୀତକୁ ନେଇ ପୁରୀରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଆକର୍ଷଣୀୟ ସ୍ୟାଣ୍ଡ ଆର୍ଟ ଆନିମେସନ୍ ବନାଇଛନ୍ତି । କରୋନା ଯୋଦ୍ଧାଙ୍କ ସମେତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସ୍ୟାଣ୍ଡ ଆର୍ଟ ଆନିମେସନ୍ ଜରିଆରେ ଘରେ ରୁହନ୍ତୁ, ସୁରକ୍ଷିତ ରହିବାକୁ ବାର୍ତ୍ତା ଦେଇଛନ୍ତି ।