Below header

ରାୟଗଡା ଜିଲ୍ଲାର ପୁର ପଲ୍ଲୀରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି କିସ୍‌ର ପୂର୍ବତନ ଛାତ୍ର ତଥା ଯୁବ ସରପଞ୍ଚ ହର ପ୍ରସାଦ, ଟୁଇଟ୍‌ ଯୋଗେ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ମହାମାରୀ କରୋନା ପାଇଁ ସମଗ୍ର ବିଶ୍ୱ ଏବେ ଆତଙ୍କିତ । ଏଥିପାଇଁ ସମଗ୍ର ଦେଶକୁ ୨୧ ଦିନିଆ ଲକ୍‌ ଡାଉନ ଘୋଷଣା କରାଯାଇଛି । ଏହି ଲକ୍‌ ଡାଉନ ସମୟରେ ରାୟଗଡା ଜିଲ୍ଲାର ପୁର ପଲ୍ଲୀରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି ଯୁବ ସରପଞ୍ଚ ତଥା କିସ୍‌ର ପୂର୍ବତନ ଛାତ୍ର ହର ପ୍ରସାଦ ହେପୃକା । ସେପଟେ ହର ପ୍ରସାଦଙ୍କ ଏଭଳି କାମକୁ ଟୁଇଟ୍‌ ଯୋଗେ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.