Below header

ଉତ୍ସର୍ଗୀକୃତ ସେବାକୁ ନେଇ ଗଜପତି ପୋଲିସ ଜାରି କଲା ଭିଡିଓ, ଦେଖନ୍ତୁ କେମିତି ଲୋକଙ୍କୁ ଦେଉଛନ୍ତି ସଚେତନତାର ବାର୍ତ୍ତା

ଗଜପତି: ଲକ୍‌ଡାଉନ୍‌ ସଫଳ କରିବାକୁ ପ୍ରମୁଖ ଭୂମିକା ଗ୍ରହଣ କରିଛି ପୋଲିସ। ଗଜପତି ଜିଲ୍ଲାରେ ମଧ୍ୟ ଖରା ହେଉ କି ବର୍ଷା, ବିଭିନ୍ନ ଛକ ବଜାରରେ ପଇଁତରା ମାରୁଛନ୍ତି। ଘରେ ରୁହ, ସୁରକ୍ଷିତ ରୁହ, ଏହାସହ ସାମାଜିକ ଦୂରତା ବିଷୟରେ ଲୋକଙ୍କୁ ବୁଝାଉଛନ୍ତି। ନିଜ ପରିବାର ଓ ଘରଦ୍ୱାର ଛାଡି ଗାଁରୁ ସହର, ଜିଲ୍ଲା ସୀମାରୁ ଆଭ୍ୟନ୍ତରୀଣ ଅଞ୍ଚଳ ସବୁଠି ଜଗି ରହିଛନ୍ତି। ପଣ କରିଛନ୍ତି ଜିଲ୍ଲାରେ କରୋନାକୁ ପୁରାଇ ଦେବୁ ନାହିଁ। ସେମାନଙ୍କ ଉତ୍ସର୍ଗୀକୃତ ସେବାକୁ ନେଇ ଗଜପତି ପୋଲିସ ଏକ ଭିଡିଓ ଜାରି କରିଛି।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.