ଆଜିଠୁ କଟକ-ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ମଲ୍, କମିଶନରେଟ ପୋଲିସ ପକ୍ଷରୁ ସୂଚନା

ଭୁବନେଶ୍ୱର: କରୋନା ପ୍ରଭାବ । ଆଜିଠୁ କଟକ-ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ମଲ । ଆସନ୍ତା ୩୧ ତାରିଖ ଯାଏ ମଲ୍‌ ବନ୍ଦ ରହିବ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଟ୍ଵିନ ସିଟିରେ ଶତାଧିକ ମଲ ରହିଛି । ତେଣୁ ସତର୍କତା ପଦକ୍ଷେପ ମୂଳକ ସ୍ୱରୂପ ମଲ୍‌ ସବୁ ବନ୍ଦ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.