ନବରଙ୍ଗପୁର : ବନ୍ଧୁକ ମୁନରେ ଏକ ଲକ୍ଷ ଟଙ୍କା ଲୁଟ ଘଟଣାରେ ୪ ଅଭିଯୁକ୍ତ ଗିରଫ

ନବରଙ୍ଗପୁର (କେନ୍ୟୁଜ୍) : ବନ୍ଧୁକ ମୁନରେ ଏକ ଲକ୍ଷ ଟଙ୍କା ଲୁଟ ଘଟଣାରେ ୪ ଅଭିଯୁକ୍ତ ଗିରଫ। ସେମାନଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଘଟଣାର ମାଷ୍ଟରମାଇଣ୍ଡ କୁକୁଡ଼ାବାଇ ଗାଁର ଉମାଶଙ୍କର ଯୋଶୀ। ସେମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଗୋଟିଏ ମାଉଜର ଓ ମୋବାଇଲ୍ ଫୋନ୍ ଜବତ ହୋଇଛି। ନବରଙ୍ଗପୁରର ଜଣେ ଓକିଲକଙ୍କ ଘରୁ ଏମାନେ ୧ ଲକ୍ଷ ୯ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ। ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ତାପରେ ଟଙ୍କା ଧରି ଫେରାର ହୋଇଥିଲେ ଅଭିଯୁକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.