ଦିନ ଦ୍ୱିପହରରେ ମହିଳାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍‌

କଟକ (କେନ୍ଯୁଜ୍ ) : କଟକ ସଦର ଥାନା ଗବବସ୍ତ ନିକଟରେ ମହିଳାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍‌ ହୋଇଛି। ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକେ। ଅନ୍ୟଜଣେ ଲୁଟେରା ଫେରାର ହୋଇଯାଇଛନ୍ତି। ଗୋଟିଏ ଦେଶୀ ବନ୍ଧୁକ ଉଦ୍ଧାର ହୋଇଛି। ଗୋଟିଏ ବାଇକରେ ୩ଜଣ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇବା ସହ ବନ୍ଧୁକ ଦେଖାଇ ଏହି ଲୁଟ୍‌ କରିଥିଲେ।

loot

ଅଧିକାରୀ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ମହିଳା କର୍ମଚାରୀ ରୀନା ଦାଶ ନାମକ ଜଣେ ମହିଳା ଗୋବିନ୍ଦପୁର ଅଂଚଳରୁ ଟଙ୍କା ଆଦାୟ କରି ଆସୁଥିବା ସମୟରେ ଏହି ଲୁଟ୍‌ ହୋଇଛି। ଦେଢ ଲକ୍ଷ ଟଙ୍କାଲୁଟ୍‌ ହୋଇଛି।  ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ  ପହଁଞ୍ଚି ଲୁଟେରାଙ୍କୁ ଥାନାକୁ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.