ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ପ୍ରଶାସକ

ପୁରୀ(କେନ୍ୟୁଜ୍):  ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ରଥଯାତ୍ରା ପାଇଁ ଜଗତଗୁରୁଙ୍କୁ ନିମନ୍ତ୍ରଣ କଲା ଶ୍ରୀମନ୍ଦିର ପ୍ରଶାସନ। ପୁରୀ ଶଙ୍କରାଚାର୍ଯ୍ୟଙ୍କ ମଠରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ପହଞ୍ଚି ନିମନ୍ତ୍ରଣ ଜଣାଇଛନ୍ତି।

puri2

ରଥ ଉପରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କଲେ ନିମନ୍ତ୍ରଁ। ଏହା ସହ ରଥଯାତ୍ରା ସୁପରିଚାଳନା ନେଇ ମଧ୍ୟ ହୋଇଛି ଆଲୋଚନା । ନୀତିକାନ୍ତି ଶୃଙ୍ଖଳିତ ପାଇଁ ପରାମର୍ଶ ଦେଲେ ଜଗତଗୁରୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.