ନାବାଳିକାକୁ ପ୍ରେମ ନିବେଦନ ଓ ଅସଦାଚରଣ କରିବା ଯୁବକଙ୍କୁ ପଡିଲା ମହଙ୍ଗା: ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ୍

ଭୁବନେଶ୍ବର: ନାବାଳିକାକୁ ପ୍ରେମ ନିବେଦନ ଓ ଅସଦାଚରଣ କରିବା ପଡିଲା ମହଙ୍ଗା । ଶେଷ ଗିରଫ ହେଲେ ଯୁବକ। ପ୍ରେମରେ ବିଫଳ ପରେ ହତ୍ୟା ଧମକ ବି ଦେଇଥିଲା ଯୁବକ ଜଣଙ୍କ ।

ତେବେ ଏନେଇ ମାମଲା ରୁଜୁ ହେବାପରେ ଉକ୍ତ ଯୁବକକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ୍ । ଖବର ଅନୁଯାୟୀ
ଗିରଫ ଯୁବକ ଜଣଙ୍କ ନାମ  ସୁବାସ କାବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.