ଆଗାମୀ ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା

ଦକ୍ଷିଣ ପୂର୍ବ ଆରବସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଉତ୍ତର ଦିଗକୁ ଗତି କରିବ । ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ଆରବ ସାଗରରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ସୃଷ୍ଟି ଓ ପରବର୍ତ୍ତୀ ତୀବ୍ରତା ତଥା ସମ୍ଭାବ୍ୟ ଉତ୍ତର ଆଡ଼କୁ ଗତି ଦକ୍ଷିଣ-ପଶ୍ଚିମ ମୌସୁମୀର କେରଳ ଉପକୂଳ ଆଡ଼କୁ ଅଗ୍ରସରକୁ ଗୁରୁତର ଭାବେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଉପକୂଳରେ ବାଦଲର ଆଚ୍ଛାଦନ କମିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.