ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ସରୁନି ଭିଜିଲାନ୍ସ ଖୋଳତାଡ

ମାଲକାନଗିରି (କେନ୍ୟୁଜ୍‌) : ମାଲକାନଗିରି ଗ୍ରାମ୍ୟ ପୁର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଅମାପ ସମ୍ପତ୍ତି । ବର୍ଷକ ମଧ୍ୟରେ ଜମା କରିଛନ୍ତି ୭୮ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ । ୨୦୨୧ ମାର୍ଚ୍ଚରୁ ୨୦୨୨ ମଧ୍ୟରେ ୧୮ଟି ଏଫଡିରେ ଏହି ଟଙ୍କା ଜମା ହୋଇଛି । ଏଥିସହ ୧ କୋଟି ୭୭ ଲକ୍ଷ ଟଙ୍କାର ଡିପୋଜିଟ୍‌ ଓ ବୀମା ଟଙ୍କା ଠାବ ହୋଇଛି । ତାଙ୍କ ନିକଟରୁ ୧୦ ଲକ୍ଷ ୨୩ ହଜାରରୁ ଅଧିକ ଟଙ୍କା ଠାବ କରିଥିଲା ଭିଜିଲାନ୍ସ ।

ଅଧିକ୍ଷଣ ଯନ୍ତ୍ରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଛି ଜିଜିଲାନ୍ସ । ମାଲକାନଗିରି ସରକାରୀ ଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ରେଡ ଚାଲିଛି । ଏବେ ବି ଦୁଇଟି ଲକର ଖୋଲି ପାରିନି ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.