ମଞ୍ଜୁଳା ପ୍ରଧାନ ହତ୍ୟା ମାମଲା, ସ୍ଵାମୀ ବିଜୟ ପ୍ରଧାନକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ
ମଙ୍ଗଳପୁର ଗାଁର ମଞ୍ଜୁଳା ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ସ୍ଵାମୀ ବିଜୟ ପ୍ରଧାନକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ପବିର କୁମାର ଚୌଧୀରି l

ଆସିକା : ମଙ୍ଗଳପୁର ଗାଁର ମଞ୍ଜୁଳା ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ସ୍ଵାମୀ ବିଜୟ ପ୍ରଧାନକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ପବିର କୁମାର ଚୌଧୀରି l ଗତ ୨୨.୦୯.୨୦୨୨ରେ ଷୋହଳ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ହତ୍ୟାକାରୀ ସ୍ଵାମୀ ବିଜୟ ପ୍ରଧାନକୁ ଦଣ୍ଡ ବିଧାନ କରିଥିଲେ ଜଜ l