ପାରଳାଖେମୁଣ୍ଡି SBI ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟିଭ୍, ବ୍ୟାଙ୍କକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି SBI ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟିଭ୍ ଚିହ୍ନଟ । ଜଣାପଡିବାପରେ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଦକ୍ଷିଣ ଓଡ଼ିଶାରେ ବଢୁଛନ୍ତି ପଜିଟିଭ୍‌ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଛି । ପଜିଟିଭ୍‌ରେ ଆଗରେ ରହିଛି ଗଞ୍ଜାମ । ଆକ୍ଟିଭ କେସ୍‌ରେ ସର୍ବାଧିକ । ସୁସ୍ଥରେ ଆଗରେ ଓ ମୃତ୍ୟୁ ସଂଖ୍ୟା ବି ଅଧିକ । ସବୁ କେସ୍‌ରେ ଆଗରେ ରହିଛି ଗଞ୍ଜାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.