ନୂଆଖାଇ ପାଇଁ ଚଳଚଞ୍ଚଳ ମାଣିକେଶ୍ବରୀ ଧାମ, କାଲି ଲାଗି ହେବ ନବାନ୍ନ

ଭବାନୀପାଟଣା (କେନ୍ଯୁଜ୍) : ନୂଆଖାଇ ପାଇଁ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର।  ଆସନ୍ତାକାଲି  ଇଷ୍ଟଦେବୀ  ମା ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବ ।  ମା ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ପରେ ସମସ୍ତେ ଏକାଠି ମିଶି ନୂଆ ଖାଇଥାନ୍ତି । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଆସନ୍ତାକାଲି ଭବାନୀପାଟଣା ସମେତ ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ଭଳି ବିଭିନ୍ନ ଗାଁରେ ନୂଆ ଖାଇବେ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.