Below header

କନ୍ଧମାଳ ଦୁର୍ଗପଙ୍ଗା ଅଞ୍ଚଳରେ ମାଓ ପୋଷ୍ଟର

କନ୍ଧମାଳ(କେନ୍ୟୁଜ୍) : କୋଟଗଡ ଥାନା ଅନ୍ତର୍ଗତ ଦୁର୍ଗପଙ୍ଗା ଅଞ୍ଚଳରେ ମାଓ ପୋଷ୍ଟର । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସାତନାଳିଆ ବ୍ରିଜ୍ ଓ ଦୁର୍ଗପଙ୍ଗା ସରକାରୀ ସ୍କୁଲ ନିକଟରେ ଏକାଧିକ ପୋଷ୍ଟର ଲଗାଯାଇଛି । ପୋଲିସ ଇନଫର୍ମର ନହେବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଏଥିସହ ଚୌକିଦାର, ହୋମଗାର୍ଡ, ଏସ୍ପିଓ, ଡିଭିଏଫ୍ ଓ ପୋଲିସକୁ ଚେତାବନୀ ଦିଆଯାଇଛି । ପୋଲିସରେ ଯୋଗ ନଦେଇ ପିଏଲ୍ଜିଏରେ ଯୋଗଦେବାକୁ ଓ ଆଦିବାସୀଙ୍କ ସହ ଖେଳ ନଖେଳିବାକୁ କୁହାଯାଇଛି । ଗେରୁଆ ଆତଙ୍କବାଦୀ ସଙ୍ଗଠନରେ ଆରଏସ୍ଏସ୍, ଭିଏଚ୍ପି, ବଜରଙ୍ଗ ଦଳ ପରିବାରକୁ ବିରୋଧ କରିବାକୁ ଆହ୍ଵାନ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.