ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଗୁଳିକରି ହତ୍ୟା

କନ୍ଧମାଳ(କେନ୍ୟୁଜ): କନ୍ଧମାଳ ବାଲିଗୁଡ଼ା ଥାନାରେ ମାଓବାଦୀ ଘଟାଇଛନ୍ତି ପୁଣି ଏକ ବର୍ବରକାଣ୍ଡ | ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଗୁଳିକରି କରିଛନ୍ତି ହତ୍ୟା | ଏହି ଘଟଣା ଘଟିଛି କନ୍ଧମାଳ ବାଲିଗୁଡ଼ା ଥାନା ଟୁପୁଡି ଗାଁରେ | ପ୍ରଜାକୋର୍ଟରେ ଦଣ୍ଡ ଦିଆଯାଇଥିବା KKBNର ଦାବି କରିଛି | ଆସନ୍ତାକାଲି ମାଓ ସଂଗଠନ ପକ୍ଷରୁ ବାର ଘଣ୍ଟି ବନ୍ଦ ଡାକରା ଦିଆଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.