ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା

ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଚନ୍ଦ୍ରପୁର କୁ ଗମନାଗମନ ବାଧା ପ୍ରାପ୍ତ ହୋଇଛି । ସେଠାରେ ସେମାନେ ପୋଷ୍ଟର ଛାଡ଼ି ଚାଲିଯାଇଛନ୍ତି ।

ରାୟଗଡା (କେନ୍ୟୁଜ) :  ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି ।  ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଚନ୍ଦ୍ରପୁର କୁ ଗମନାଗମନ ବାଧା ପ୍ରାପ୍ତ ହୋଇଛି ।

ସେଠାରେ ସେମାନେ ପୋଷ୍ଟର ଛାଡ଼ି ଚାଲିଯାଇଛନ୍ତି । ବଂଶଧାରା-ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି।  ଆଜି ବି ଗରିବ ଲୋକେ ଶିକ୍ଷା,ସ୍ବାସ୍ଥ୍ୟ, ଆବାସ ଯୋଜାନା ପାଇବାରୁ ବଞ୍ଚିତ ଥିବା ଉଲ୍ଲେଖ ରହିଛି । ବେକାରୀ ଭତ୍ତା 3000 ଟଙ୍କାଓ ବର୍ଦ୍ଧକ ଭତ୍ତା 3000ଦେବାକୁ ଦାବି କରାଯାଇଛି।  ଅଡିଓ ଟେପ୍‌ ଜରିଆରେ ମାଓବାଦୀମାନେ ଆଜି ୭ଟି ଜିଲ୍ଲା ବନ୍ଦ ଡାକରା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.