Below header

ଜୟପୁର: କରୋନା କଟକଣା ଉଲ୍ଲଂଘନ କରି ତଣ୍ଡ ଗଣିଲେ, ତହସିଲଦାର ଓ ପୋଲିସ ପହଂଚି ବନ୍ଦ କଲେ ବିବାହ ଭୋଜି

ଜୟପୁର କେନ୍ୟୁଜ୍(ବ୍ୟୁରୋ):  କରୋନା କଟକଣା ଉଲ୍ଲଂଘନ କରି ତଣ୍ଡ ଗଣିଲେ । ଜୟପୁର ସହରର ୩ଟି ସ୍ଥାନରେ ଚାଲିଥିଲା ବାହାଘର ଭୋଜି । ୨୫ ଜଣଙ୍କୁ ଅନୁମତି ଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ପାଇଁ ଭୋଜିଭାତ ହୋଇଥିଲା।

ଖବରପାଇ ଜୟପୁର ତହସିଲଦାର ଓ ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ପହଞ୍ଚି ଭୋଜିଭାତ ବନ୍ଦ କରିଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ୨୦ହଜାର ଟଙ୍କା ଫାଇନ ଆଦାୟ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.