Browsing Tag

jaypore

AI Crocodile in Jaypore : AI କୁମ୍ଭୀର କରି ବନ୍ଧା ହେଲେ ୨ ଭାଇ, ଲୋକଙ୍କୁ କରିଥିଲେ ଭୟଭୀତ

ଜୟପୁର : AI କୁମ୍ଭୀର କରି ବନ୍ଧା ହେଲେ ୨ ଭାଇ । କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟନ୍ତଗିରିର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଥିବା AI ଫଟୋ କରି ଲୋକଙ୍କୁ ଭୟଭୀତ କରିଥିଲେ ଦୁଇ ଭାଇ । ଏହି ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ । ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ…

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟଣା, ଅନ୍ଧାରରେ ୨୦ରୁ ଉର୍ଦ୍ଧ ଗାଁ

ଜୟପୁର: ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ ପରେ ବିଦ୍ୟୁତ ଉତ୍ପାଦନ ଠପ୍ । ଅନ୍ଧାରରେ ଅନେକ ଗାଁ । ମାଛକୁଣ୍ଡ, ଆମ୍ବାପଡା ଭଳି ୨୦ରୁ ଉର୍ଦ୍ଧ ଗାଁ ଅନ୍ଧାରରେ ରହିଛି ।  ଗତକାଲି ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ୬ଟି ଟର୍ବାଇନରୁ ୨ଟି ଏକ ପ୍ରକାର ଅକାମୀ…

ପରବ ମଞ୍ଚରେ ନାଚିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଜିଲ୍ଲାପାଳ କଲେ ସମ୍ବର୍ଦ୍ଧିତ

ଜୟପୁର : ପରବ ମଞ୍ଚରେ ନାଚିଲେ ଯୋଗାଣ ମନ୍ତ୍ରୀ । ପରବ ତୃତୀୟ ସନ୍ଧ୍ୟାକୁ ବେଶ ଉପଭୋଗ କରିଥିଲେ ଦର୍ଶକ । ସଙ୍ଗୀତର ତାଳେ ତାଳେ ନିଜକୁ ହଜାଇ ଦେଇଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କ ସହ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଓ ଜିଲ୍ଲାପାଳ ମନୋଜ ମହାଜନ ମଧ୍ୟ…

ଓଡ଼ିଶାରେ ମିଳିଲା ଉଡନ୍ତା ସାପ, କ’ଣ ସତରେ ସାପମାନେ ଉଡ଼ିପାରନ୍ତି କି?

'ସାପ' ନାଁ ଶୁଣୁ ଶୁଣୁ ହିଁ ମନରେ ଭୟ ଆସେ । ଆପଣମାନେ ଅନେକ ପ୍ରଜାତିର ସାପ ଦେଖଥିବେ ଓ ସେମାନଙ୍କ ବିଷୟରେ ଜାଣିଥିବେ ମଧ୍ୟ । ହେଲେ ଆପଣମାନେ କେବେ ଉଡନ୍ତା ସାପ ବିଷୟରେ ଶୁଣିଛନ୍ତି କି ଦେଖିଛନ୍ତି କି ? ଏହା ଶୁଣି ଆପଣ ନିଶ୍ଚୟ ଭାବୁଥିବେ ସାପ ପୁଣି ଉଡ଼ିବ କେମିତି । କିନ୍ତୁ କଥାଟା…

ଜୟପୁର ଓ ପୋଲସରାରେ ଖୁବ ଆଡ଼ମ୍ବରରେ ପାଳିତ ହେଲା ରାମ ନବମୀ

ଜୟପୁର : ଜୟ ଶ୍ରୀରାମ ଧ୍ୱନିରେ ଉତ୍ସବ ମୁଖର ହୋଇଛି ଗାଁଠୁ ସହର ।  ପବିତ୍ର ରାମନବମୀ ଅବସରରେ ପୁରା ରାମମୟ ହୋଇଉଠିଥିଲା ଜୟପୁର ସହର। ପାୱାରହାଉସ ହନୁମାନ ମନ୍ଦିର ରୁ ପୂଜାର୍ଚ୍ଚନା ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ପ୍ରତିମା ଓ କଠଉ ସହ ବିରାଟ ଶୋଭାଯାତ୍ରା ବାହାରିଥିଲା ।…

କୋରାପୁଟରେ ପହଞ୍ଚିଲା ସହିଦ ଯବାନ ଈଶ୍ୱର ତଳିଆଙ୍କ ପାର୍ଥିବ ଶରୀର, ଈଶ୍ୱରଙ୍କୁ ଝୁରୁଛି ପୁରା ଗାଁ

ଜୟପୁର: ଭାରତ ମାତା କି ଜୟ, ସହିଦ ଈଶ୍ୱର ଅମର ରହେ ଅମର ରହେ ସ୍ୱରରେ ରାସ୍ଥାରୁ ଆରମ୍ଭ କରି ଗାଁ ଶ୍ମଶାନ ପର୍ଯ୍ୟନ୍ତ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ଛୁଆଠୁ ଆରମ୍ଭ କରି ବୟସ୍କ ବୃଦ୍ଧ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ସେପଟେ ଏକମାତ୍ର ରୋଜଗାରିଆ ଭେଣ୍ଡିଆ ଯବାନ ପୁଅକୁ ହରାଇ…

କିନ୍ନର ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମୁର୍ଗୀମାତା, ନିଆରା ଭାବେ କଲେ ପୂଜାର୍ଚ୍ଚନା

ଅନ୍ଧାର ରାତିରେ ରଙ୍ଗ ବେରଙ୍ଗି ଲାଇଟ ମଝିରେ ହୁଳହୁଳି ସହ କରତାଳିରେ ଚାଲିଲା ମା’ଙ୍କ ପୂଜାର୍ଚ୍ଚନା । ଏକାଠି ହୋଇ ନିଆରା ଦେବୀଙ୍କ ନିଆରା ପୂଜାର୍ଚ୍ଚନା  କରୁଛନ୍ତି  ଜୟପୁରର କିନ୍ନର ସମ୍ପ୍ରଦାୟ । ସମସ୍ତ କିନ୍ନର ଏକାଠି ହୋଇ କରିଛନ୍ତି ନିଜ ଶାଶୁ ମା’ଙ୍କ ପୂଜାର୍ଚ୍ଚନା । ପରମ୍ପରା…

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନେ ସିଗାରେଟ, ଗୁଟୁଖା ଆଦି ସେବନ କରୁଛନ୍ତି । କିନ୍ତୁ ଏହା ସେବନ କରିବା ଦ୍ୱାରା ଶରୀର ଉପରେ କେତେ ଯେ ଖରାପ…

ଗାଁରେ ବୁଲୁଛନ୍ତି ୪ଟି ଭାଲୁ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ

ଜୟପୁର (କେନ୍ୟୁଜ)  : ଜଙ୍ଗଲ ଛାଡ଼ି ଗାଁ ଭିତରେ ଭାଲୁ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାବେଳେ ଚାରି ଚାରିଟି ଭାଲୁ। ଜୟପୁର ବନାଞ୍ଚଳରେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନରାତି ଗାଁରେ ବୁଲୁଛନ୍ତି ୪ ଭାଲୁ। ନାକେଦମ୍ ହେଲେଣି ଗ୍ରାମବାସୀ । ତିନିରୁ ଚାରିଦିନ ହେଲାଣି…

ଜୟପୁର ପୌରାଞ୍ଚଳରେ ସର୍ଭେ କରୁଥିଲେ ନକଲି ଅଫିସର୍‌, ସନ୍ଦେହ ହେବାରୁ ଅଟକ ରଖିଛି ପୋଲିସ୍‌

ଜୟପୁର(କେନ୍ୟୁଜ୍): ସର୍ଭେ ପାଇଁ ଆସିଥିବା ନକଲି ବାବୁ ଧରାପଡ଼ିଗଲେ । ଜୟପୁର ପୋଲିସ ହେପାଜତରେ ନକଲି କେନ୍ଦ୍ରୀୟ ଟିମ୍‌ । ସ୍ୱଚ୍ଛ ଭାରତ ଅଧୀନରେ ଜୟପୁର ପୌରାଞ୍ଚଳକୁ ODF ପ୍ଲସ୍‌ ର‍୍ୟାଙ୍କିଙ୍ଗ ଦେବା ନେଇ ସର୍ଭେ ପାଇଁ ଆସିଥିଲେ ଏକ ଦୁଇ ଜଣିଆ ଟିମ । ତେବେ ସେମାନେ ନକଲି ଅଧିକାରୀ ବୋଲି…

ଜୟପୁରର ଅବସରପ୍ରାପ୍ତ ଶିକ୍ଷକଙ୍କ ନିଖୋଜ ମାମଲାରେ କୋରାପୁଟ ପୋଲିସକୁ ମିଳିଛି ସଫଳତା, ଅଟୋ ଡ୍ରାଇଭର ମୁଖ୍ୟ…

ଜୟପୁର(କେନ୍ୟୁଜ୍):  ଚାରିମାସ ପରେ ହତ୍ୟା ମାମଲାର ଫର୍ଦ୍ଦାଫାସ। ଜୟପୁରର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ନିଖୋଜ ଥିବା ମାମଲାରେ କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ସେ ନିଖୋଜ ନୁହନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଥିବାକୁ ନେଇ ସ୍ପଷ୍ଟ କରିଛି ପୁଲିସ।…

କୋରାପୁଟ: ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ

କୋରାପୁଟ(କେନ୍ୟୁଜ୍):ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ମାଟି ଧସି ୨ ମୃତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଅଭାବନୀୟ ଘଟଣା। ହଳଦୀକୁଣ୍ଡ ପଞ୍ଚାୟତର ଅଟଳଗୁଡା ନିକଟରେ ୨ଜଣ ନଦୀକୁ ଯାଇଥିବା ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗୁମ୍ପାକୁ ଆଶ୍ରୟ…