ନକଲି ଗୁଟଖା କାରଖାନା ଠାବ: ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ

ଜୟପୁର (କେନ୍ୟୁଜ): ନକଲି ଗୁଟଖା କାରଖାନା ଠାବ। ଦାମନଜୋଡି ରାସ୍ତାରୁ ସେମିଳିଗୁଡା ପୋଲିସ ଦ୍ଵାରା ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ । ଗୁଟଖା ତିଆରି ମେସିନ, କେମିକାଲ, ଚୁନ ସମେତ ନକଲି ଗୁଟଖା ପ୍ୟାକେଟ ଜବତ କରିଛି ପୋଲିସ।

ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଏଠାରେ ନକଲି ଗୁଟଖା କାରଖାନା ଚାଲୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.