Browsing Tag

factory

ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ବିସ୍କୁଟ ଫ୍ୟାକ୍ଟ୍ରି, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ

କଟକ (କେନ୍ୟୁଜ): ବିସ୍କୁଟ ତିଆରି କରି ଏବେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଅନେକ ଲୋକ । ଦୃଢ ଇଚ୍ଛା ଶକ୍ତି ଯୋଗୁ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଗ୍ରାମୀଣ ଯୁବକ ବାଳକୃଷ୍ଣ । ପକୃତି ନାମକ ବିସ୍କୁଟ କମ୍ପାନୀ କରି ଏବେ ଚର୍ଚ୍ଚା ରେ ବାଳକୃଷ୍ଣ । ନିଜ କମ୍ପାନୀରେ ୨୦ରୁ ୨୫ ପ୍ରକାର ବିସ୍କୁଟ…

ଗ୍ଲୋଭ୍ସ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ସବୁ ଚେଷ୍ଟା ପରେ ବି ବଞ୍ଚି ପାରିଲେନି ୬ ଜଣ

ସର୍ବଗିଳା ନିଆଁ ଯେତେବେଳେ ଜଳିବା ଆରମ୍ଭ କରେ ସେତେବେଳେ କିଛି ମାନେନି । ଘର, ଜଙ୍ଗଲ ସବୁକିଛି ଜାଳି ପୋଡ଼ି ଧ୍ୱଂସ କରିଦିଏ । ଯେଉଁ ନିଆଁ ଘର ଜଙ୍ଗଲ ଭଳି ଜିନିଷକୁ ଛାଡ଼େନି ତା ଆଗରେ ଛାର ମଣିଷ କିପରି ବା ବଞ୍ଚିବ । ତେବେ ଭୀଷଣ ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଯାହା…

ମହାରାଷ୍ଟ୍ର: ମହମବତୀ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୬ ଜିଅନ୍ତା ଜଳିଗଲେ

ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚଓ୍ଵାଡ୍‌ରେ ଏକ ମହମବତୀ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପିମ୍ପରୀ ଚିଞ୍ଚଓ୍ଵାଡ୍‌ ନଗର ନିଗମର କମିଶନର ଶେଖର ସିଂ କହିଛନ୍ତି ଯେ ଘଟଣା ପିମ୍ପରୀ ଚିଞ୍ଚଓ୍ଵାଡ୍‌ ସହରର ତଲାଓ୍ଵଡେ ଅଞ୍ଚଳରେ…

ଲାପଟପ୍‌ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ବାଥରୁମରୁ ମିଳିଲା ୩୦ ବର୍ଷୀୟ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶରୀର

ଦିଲ୍ଲୀର ଦିନଲପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଚାନ୍ଦ ବାଗରେ ଥିବା ଏକ ଲାପଟପ୍ ବ୍ୟାଟେରୀ କାରଖାନାରେ ନିଆଁ ଲାଗିଛି । ନିଆଁ ଲାଗିବା ଫଳରେ ଏଠାରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଛି। ପ୍ରାୟ ତିନି ଘଣ୍ଟା ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ…

ବିଜନେସ ସାର୍କ ହେବାକୁ ଚାହୁଁଛନ୍ତି ଯଦି ଆଗ ଜାଣି ନିଅନ୍ତୁ ଫ୍ୟାକ୍ଟ୍ରି, ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ଭିତରର ଫରକ୍

କିଛି ଶବ୍ଦ ଆପଣ ଭଲ ଭାବରେ ଜାଣିଥାନ୍ତି । କିନ୍ତୁ ତା’ ବିଷୟରେ ପଚାରିଲେ ହୁଏତ ଗୋଟିଏ ଧାଡ଼ି କହିବା ମୁସ୍କିଲ ହୋଇଥାଏ । ଯେମିତିକି ଆପଣଙ୍କୁ ଯଦି ପଚରା ଯାଏ ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ମଧ୍ୟରେ ଫରକ୍ କ’ଣ । ବହୁତ୍ କମ୍ ଲୋକ ଅଛନ୍ତି ଯିଏ ସହଜରେ ଅନ୍ୟଙ୍କୁ ବୁଝାଇ ପାରିବେ ଏହା ଭିତରେ ଥିବା…

ନକଲି ଗୁଟଖା କାରଖାନା ଠାବ: ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ

ଜୟପୁର (କେନ୍ୟୁଜ): ନକଲି ଗୁଟଖା କାରଖାନା ଠାବ। ଦାମନଜୋଡି ରାସ୍ତାରୁ ସେମିଳିଗୁଡା ପୋଲିସ ଦ୍ଵାରା ୫୦ ଲକ୍ଷ ଟଙ୍କାର ଗୁଟଖା ଜବତ । ଗୁଟଖା ତିଆରି ମେସିନ, କେମିକାଲ, ଚୁନ ସମେତ ନକଲି ଗୁଟଖା ପ୍ୟାକେଟ ଜବତ କରିଛି ପୋଲିସ। ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି…

କଟକ: ଦୀପାବଳି ପୂର୍ବରୁ ବେଆଇନ୍‌ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ, ୫ ଟ୍ରକରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ

କଟକ(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବେଆଇନ୍‌ ବାଣ କାରଖାନାରେ କମିସନରେଟ୍‌ ପୋଲିସର ଚଢ଼ାଉ । କଟକ ଚୌଦ୍ୱାର ଥାନା ଅଞ୍ଚଳରେ ପୋଲିସ ଅତର୍କିତ ଚଢ଼ାଉ କରି ୫ ଟ୍ରକରୁ ଊର୍ଦ୍ଧ୍ୱ ଦେଶୀ ବାଣ, ବାରୁଦ, ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ…

କ୍ଷୀର ମଲ୍ୟ ହେବ ଶସ୍ତା, ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ନାଗପୁରରେ ମଦର ଡାଏରୀର କାର୍ଯ୍ୟକ୍ରମରେ  ଯୋଗ ଦେଇ ମନ୍ତ୍ରୀ କହିଛନ୍ତି କି ସେ  ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ। ଯେଉଁଥିରେ  ନୂତନ ଜ୍ଞାନ କୌଶଳର ବ୍ୟବହାର କରି  କେବଳ ବାଛୁରୀ ଜନ୍ମ କରାଯିବ।ଯାହାଦ୍ବାରା ଗୋ ଚାଲାଣ…

ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରହିଛି ଗୁଟ୍‌ଖା ଫ୍ୟାକ୍ଟ୍ରି, ନିର୍ଗତ ବିଷାକ୍ତ ପବନରେ ଲୋକେ ଅତିଷ୍ଠ ହେଉଥିବା ଅଭିଯୋଗ

ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରହିଛି ଗୁଟ୍‌ଖା ଫ୍ୟାକ୍ଟ୍ରି। ସମ୍ବଲପୁର-ରାଉରକେଲା ଜାତୀୟ ରାଜପଥରୁ ୫୦ ମିଟର ଦୂରରେ ଏହି ଫ୍ୟାକ୍ଟି ରହିଛି । ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଗଣଶିକ୍ଷା ବିଭାଗ ଓ ପ୍ରଦୂଷଣ ବିଭାଗର ସମସ୍ତ ନିୟମକୁ ଉଲଘଂନ ଏହି ଗୁର୍‌ଖା ଫ୍ୟାକ୍ଟ୍ରି…